ଆଜିଠାରୁ ଏକ ମାସ ଧରି ସାରା ରାଜ୍ୟରେ ପଦଯାତ୍ରା କରିବ ବିଜେଡି
2/10/2018 at 12:10 PM

ଭୁବନେଶ୍ୱର ୨/୧୦ : ଆଜି ଜାତିର ପିତା ଗାନ୍ଧୀଜି ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ | ଆଜି ଠାରୁ ଏକ ମାସ ଧରି ସାରା ରାଜ୍ୟରେ ପଦଯାତ୍ରା କରିବ ବିଜୁ ଜନତା ଦଳ | ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ପଦଯାତ୍ରା କରୁଥିଲା ବିଜେଡି | କିନ୍ତୁ ଗତବର୍ଷ ଠାରୁ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏକ ମାସ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି |
Related Posts
ଚିକିତ୍ସକଙ୍କ ମହା ଆବିଷ୍କାର: ଦୃଷ୍ଟିଶକ୍ତି ମିଳିବା ହେବ ସହଜ
19 April 2021