ଅନନ୍ତ ଜେନା ଭୁବନେଶ୍ବର, ଦେବାଶିଷ ସାମନ୍ତରାୟ କଟକ ଜିଲ୍ଲା ବିଜେଡି ସଭାପତି : ୩୩ ସାଙ୍ଗଠନିକ ଜିଲ୍ଲାର ବରିଷ୍ଠ ନେତାଙ୍କ ହାତରେ ଲଗାମ

Published By : Prameya-News7 Bureau | February 21, 2020 IST

ଭୁବନେଶ୍ବର ୨୧।୨: ବିଜୁ ଜନତା ଦଳ ସଭାପତିଙ୍କ ନାଁ ଘୋଷଣା ହୋଇଛି । ରାଜ୍ୟର ୩୩ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନନ୍ତ ଜେନା ଭୁବନେଶ୍ବର ଏବଂ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

{"id":227119,"sizeSlug":"large"}
{"id":227120,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.