ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବେ ସାସଂଦ ପିନାକି ମିଶ୍ର
5/09/2018 at 3:59 PM

ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କୁ ୩ଟା ବେଳେ ଭେଟିବେ ସାସଂଦ ପିନାକି ମିଶ୍ର। ଏକକାଳିନ ନିର୍ବାଚନ ପାଇଁ ରାଜ୍ୟ ପ୍ରସ୍ତୁତ। ଏବଂ ଏଥିରେ ରାଜ୍ୟକୁ ୧୦୦୦କୋଟି ଟଙ୍କା extra ଖର୍ଚ ବି ବଂଚିଯିବ। ୨୦୧୯ ନିର୍ବାଚନକୁ ଯଦି କେନ୍ଦ୍ର ସରକାର ପ୍ରି ପୋନ କରନ୍ତି ଏବଂ ନଭେମ୍ବର, ଡିସେମ୍ବରରେ ରାଜଲ୍ଥାନ ମଧ୍ୟପ୍ରଦେଶ, ଏବଂ ଛତିଶଗଡ ସହ ନିର୍ବାଚନ ହୁଏ ତେବେ ରାଜ୍ୟ ସରକାର ମଧ୍ୟ ଏହି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି।
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021