ବିଜେଡିର ମିଶ୍ରଣ ପର୍ବ : ସାମିଲ ହେଲେ ଦୁଇ ପଞ୍ଚାୟତର ୪୪ ପରିବାର

Published By : Prameya-News7 Bureau | November 09, 2021 IST

ଚାନ୍ଦବାଲି ୯।୧୧: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତୋଟାପଡା ଓ ବଜରାପୁର ପଞ୍ଚାୟତରେ ବିଜେଡି ଦଳର ମିଶ୍ରଣ ପର୍ବ । ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବ୍ଲକର ଦୁଇ ପଞ୍ଚାୟତର ୪୪ ପରିବାର ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି ।

{"id":541000,"sizeSlug":"full","linkDestination":"none"}

ଏହି ମିଶ୍ରଶ ପର୍ବରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧିତ୍ବରେ ରଂଜନ ସାହୁ, ରାକେଶ ନାୟକ, ନେରଶ ମାଝି ପ୍ରମୁଖ ଉପସ୍ଥିତ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.