ବିଜେଡିର ମିଶ୍ରଣ ପର୍ବ : ଯୋଗଦେଲେ ଶତାଧିକ କର୍ମୀ ଓ ନେତା
27/11/2019 at 11:04 AM

ଆଠଗଡ ୨୭।୧୧: ବିଜେଡ଼ି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ୫-ଟି କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ପଞ୍ଚାୟତ ସରପଞ୍ଚଙ୍କ ସହ ଶହ ଶହ କର୍ମୀ ଯୋଗଦେଇଛନ୍ତି ।

ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ସାହୁ, ଛଅ ଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଲଷ୍ମୀପ୍ରିୟା ଜେନା, ଜେନାପଦା ଗ୍ରାମ ପଞ୍ଚାୟତର ଯୁବ ନେତା ରତି ରଞ୍ଜନ ପଟ୍ଟନାୟକ ଓ ତିଗିରିଆ ବ୍ଲକ୍ ଗଦାଧରପୁର ଗ୍ରାମ ପଞ୍ଚାୟତର ତପନ ସାହୁଙ୍କ ସମେତ ତାଙ୍କର ସମର୍ଥକ ଶହ ଶହ କର୍ମୀ ଆଜି ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେଇଛନ୍ତି ।

ସେମାନଙ୍କୁ ବିଜୁ ଜନତା ଦଳ ତରଫରୁ ଆଠଗଡ଼ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସ୍ବାଗତ କରିଥିଲେ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021