Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ବର : ୧୬ନଂ ଜାତୀୟ ରାଜପଥ କୁରୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଆଠମଲ୍ଲିକ : ଦେଉଳଝରି ନିକଟରେ ଓଲଟିଲା କୋଇଲା ବୋଝେଇ ଟ୍ରକ୍
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଗୁରୁତର
  • ||
  • ସମ୍ବଲପୁର : ଅପରେସନ ବେଳେ ଖାଦ୍ୟନଳୀ କାଟିଦେଲେ ଡାକ୍ତର, ଗୁରୁତର ଅବସ୍ଥାରେ ମହିଳା ବୁର୍ଲାରେ ଭର୍ତ୍ତି
  • ||
  • ସମ୍ବଲପୁର : ଡାକ୍ତରଖାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ
  • ||
  • ସୋନପୁର : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ସୋର : ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଘଟଣା, କୋଲକାତାରୁ ଅପହୃତ ତାପସ ଉଦ୍ଧାର
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ଆଜି ବିଜେଡିର ପ୍ରତିଷ୍ଠା ଦିବସ, ୨୨ ପୁରି ୨୩ ଚାଲିବ

26/12/2019 at 8:26 AM

ଭୁବନେଶ୍ବର ୨୬।୧୨: ଆଜି ବିଜେଡିର ପ୍ରତିଷ୍ଠା ଦିବସ । ବିଜେଡିକୁ ୨୨ ପୁରି ୨୩ ଚାଲିବ ।  ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳର ସୁପ୍ରିମୋ ନିର୍ଦେଶ ଦେଇଛନ୍ତି । ଆଜି  ରାଜ୍ୟ କାର୍ଯ୍ୟାଳୟରେ ବସିବ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ସୂର୍ଯ୍ୟ ପରାଗ ପାଇଁ ପ୍ରତିଷ୍ଠା ଦିବସ ଅପରାହ୍ନ ସାଢ଼େ ୪ଟାରେ କରିବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ବିଜେଡି ସଦସ୍ୟତା ସଂଗ୍ରହ କୋଟିଏ ପହଞ୍ଚିଛି । ସେଥିପାଇଁ କର୍ମୀଙ୍କ ପାଇଁ ଏଥର ବୀମା ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।   ଏହା ସହିତ ଓଡିଶା ବାସୀଙ୍କ  ବିକାଶ ପାଇଁ କାମ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଇବେ ନବୀନ ।  ଏହା ସହିତ ବିଜେଡି ସୋସିଆଲ ୱିଙ୍ଗ୍  ଘୋଷଣା କରିପାରନ୍ତି ନବୀନ ।

   Related Posts