୯ଟି ବିଧାନସଭା ଆସନ ପାଇଁ ବିଜେଡ଼ି ଘୋଷଣା କଲା ପ୍ରାର୍ଥୀ ତାଲିକା

Published By : Prameya-News7 Bureau | March 24, 2019 IST

ଭୁବନେଶ୍ଵର ୨୪/୩-ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ରହିଯାଇଥିବା ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଘୋଣଷା ଅନୁସାରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଦଳ କିଶୋର ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ପଟାଙ୍ଗୀରୁ ପ୍ରୀତମ ପାଢ଼ୀ, ଲାଂଜିଗଡ଼ରୁ ପ୍ରଦୀପ ଦିଶାରୀ , ସମ୍ବଲପୁରରୁ ରାସେଶ୍ଵରୀ ପାଣିଗ୍ରାହୀ,ମାନକାନାଗିରିରୁ ମୁକୁନ୍ଦ ସୋଡ଼ୀ,ରେଢ଼ାଖୋଲରୁ ରୋହିତ ପୂଜାରୀ, ବଲାଙ୍ଗିରରରୁ ଅର୍କେଶ ନାରା୍ୟଣ ସିଂଦେଓ, ଝରିଗାଁରୁ  ପ୍ରକାଶ ଚନ୍ଦ୍ର ମାଝି ଓ ଲୋଇସିଙ୍ଗାରୁ ଦଳ ପ୍ରଦୀପ ବେହେରାଙ୍କୁ ପ୍ରାର୍ଥୀ କରିଛି ।

{"id":96578}
{"id":96580}
{"id":96581}

{"id":96587}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.