କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀ ପ୍ରତାପ ଦେବାଙ୍କ ଜୋରଦାର ପ୍ରଚାର

Published By : Prameya-News7 Bureau | April 22, 2019 IST

କେନ୍ଦ୍ରାପଡା ୨୨/୪ : ନିର୍ବ।ଚନ ଯେତେ ପାଖେଇ ଆସୁଛି ସେତିକି ନିର୍ବ।ଚନ ତାତି ସେତିକି ଦେଖିବାକୁ ମିଳୁଛି । ନିର୍ବାଚନକୁ ନେଇ ପ୍ରାର୍ଥୀ ଯୋରଦାର ପ୍ରଚାର କରୁଛନ୍ତି । ଦୁଆରରୁ ଦୁଆର ବୁଲି ଭୋଟ ଭିକ୍ଷା କରୁଛନ୍ତି ତିନି ଦଳର ପ୍ରାର୍ଥୀ । ତେବେ ଆଳି ନିର୍ବ।ଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରତାପ ଦେବ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି |

{"id":105963}

କିଭଳି ରହିଛି ନିର୍ବ।ଚନ ମଣ୍ଡଳିରେ ପ୍ରତାପ ଦେବଙ୍କ ରଣ କୌଶଳ ଦେଖନ୍ତୁ । ଗତ ନିର୍ବ।ଚନରେ ପ୍ରତାପ ଦେବ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମ।ଙ୍କ ଠାରୁ ପରାଜୟ ହୋଇଥିଲେ |

{"id":105962}
{"id":105964}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.