Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ମହାନଦୀ ଉପରେ ପିସିସି ସଭାପତି ନିରଞ୍ଜନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା ବିଜେପି ଓ ବିଜେଡି

2/06/2018 at 12:46 PM

ମହାନଦୀ ଉପରେ ପିସିସି ସଭାପତି ନିରଞ୍ଜନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର :
‘ମହାନଦୀ ସମସ୍ୟା ପାଇଁ ବିଜେଡି ଓ କଂଗ୍ରେସ ଦାୟୀ’
‘ମହାନଦୀ ପାଣି ବିନିଯୋଗ ନେଇ ବିଜେଡି ଚିନ୍ତା କରିନି’
‘ୟୁପିଏ ସରକାର ବେଳେ ଛତିଶଗଡ଼ ପ୍ରକଳ୍ପକୁ ମଂଜୁରି ମିଳିଛି’
ମହାନଦୀ ଉପରେ ପିସିସି ସଭାପତି ନିରଞ୍ଜନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ :
‘ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ପ୍ରସ୍ତାବ ରହିଥିଲା ’
‘ସେତେବେଳେ ପୂର୍ବତନ ପିସିସି ସଭାପତି ସ୍ପଷ୍ଟ ମତ ରଖିନଥିଲେ’
‘ଏବେ ନୂଆ ପିସିସି ସଭାପତି ଦଳର ମତ ରଖୁଛନ୍ତି’
‘ନେତୃତ୍ବ ବଦଳିଲେ କଂଗ୍ରେସ ଦଳର ଷ୍ଟାଣ୍ଡ୍ ବଦଳୁଛି’

Leave a Reply

   Related Posts