Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋସିଆଲ ମିଡିଆରେ ମନ୍ତବ୍ୟ ନେଇ କଟକଣା ପ୍ରସଙ୍ଗରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର ୨୩|୪: ସୋସିଆଲ ମିଡିଆରେ ମନ୍ତବ୍ୟ ନେଇ କଟକଣା ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକଟରେ ଫେରାଦ ହେଲା ବିଜେଡି ଟିମ୍ । କେବଳ ବିଜେଡି ନେତାଙ୍କ ଉପରେ କଟକଣା ଲଗାଯାଉଥିବା ନେଇ ପ୍ରଶ୍ନ ଉଠାଇଲା ଟିମ୍ । କେବଳ ଦେବାଶିଷ ସାମନ୍ତରାୟଙ୍କ ଉପରେ କଟକଣା କାହିଁକି ବୋଲି ପ୍ରଶ୍ନ ଉଠାଇଛି ବିଜେଡି । ବରୋଧୀ ନେତାଙ୍କ ମନ୍ତବ୍ୟ ଉପରେ ମଧ୍ୟ କଟକଣା ଲାଗୁ ହେଉ ବୋଲି ଦାବି କରିଛି ।

242 Views

   ସମ୍ବନ୍ଧିତ ଖବର