Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର ୧୬|୪: ବିଜେପି ବିରୋଧରେ ଲମ୍ବା ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଅଣ ଓଡିଆ ଅଫିସରଙ୍କ ନିଯୁକ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ଉପରେ ଅଭିଯୋଗ ଆଣିଲା ବିଜେଡି । ହେଲିକାପ୍ଟରରେ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନୀ ପ୍ରଚାର ଖର୍ଚ୍ଚ କେଉଁ ଖାତାରେ ଯିବ ବୋଲି ତାର ସ୍ପଷ୍ଟୋକ୍ତି ମାଗିଲା ବିଜେଡି । ବିଜେପିରୁ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଅଫିସରମାନଙ୍କୁ ଧମକ ଦେବା ବିରୋଧରେ ମଧ୍ୟ କରିଛନ୍ତି ଅଭିଯୋଗ ।

148 Views

   ସମ୍ବନ୍ଧିତ ଖବର