Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

୩ୟ ଥର ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି, ଜାଲ୍ ଗୁଇନ୍ଦା ଚିଠି ପ୍ରସାରଣକାରୀ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

28/03/2019 at 9:44 PM

ଭୁବନେଶ୍ଵର ୨୮/୩- ପୋଲିସ ଓ ଗୁଇନ୍ଦା ବିଭାଗ ନାଁରେ ବିଜେପି ଜାଲ ଚିଠି ପ୍ରସାର କରିବା ମାମଲା ବିଜେଡ଼ି ୩ୟ ଥର ପାଇଁ ନିର୍ବାଚନ ଅଧିକାରୀଙ୍କ ପାଖରେ ହୋଇଛି ଦ୍ଵାରସ୍ଥ ।

ପ୍ରଥମେ ବିଜେଡ଼ି ୧୯ ତାରିଖରେ ଓ ପରେ ୨୩ ତାରିଖରେ ଏହି ବାବଦରେ ହୋଇଥିଲା ଫେରାଦ ।କିନ୍ତୁ ନିର୍ବାଚନ ଅଧିକାରୀ ଓ ପୋଲିସ ପକ୍ଷରୁ କିଛି କାରର୍ଯ୍ୟାନୁଷ୍ଠାନ ନ ନିଆଯିବା କଥା ଅଭିଯୋଗ ଆଣିଛି ବିଜେଡ଼ି ।

ଗୁଇନ୍ଦା ନାଁରେ ପ୍ରସାରିତ ହୋଇଥିବା ଚିଠି ସଂପୂର୍ଣ୍ଣ ମିଛ ବୋଲି ପୋଲିସ ଡ଼ିଜି ପ୍ରଥମରୁ ସ୍ଫଷ୍ଟ କରିଥିଲେ । କର୍ଣ୍ଣାଟକ ଭଳି ଓଡ଼ିଶାରେ ଏଭଳି ବିଭ୍ରାନ୍ତି ସୃଷ୍ଟି କରୁଥିବା ବିଜେପି ପାଇଁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡ଼ି ଦାବୀ କରିଛି ।

ଏହି ମାମଲା ବାବଦରେ କୌଣସି କାର୍ଯାନୁଷ୍ଠାନ ନିଆ ନଗଲେ ବାରମ୍ବାର ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେବ ବୋଲି ବିଜେଡ଼ି କହିଛି ।

   Related Posts