‘ଆୟୁଷ୍ମାନ ଭାରତ’ ଯୋଜନାକୁ IMA ବିରୋଧ କରିବା ପ୍ରସଙ୍ଗରେ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା
25/06/2018 at 10:37 AM

‘ଆୟୁଷ୍ମାନ ଭାରତ’ ଯୋଜନାକୁ IMA ବିରୋଧ କରିବା ପ୍ରସଙ୍ଗରେ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା- “ଓଡ଼ିଶା ସରକାର ଯାହା ବିରୋଧ କରିଛନ୍ତି IMA ମଧ୍ୟ ସମାନ ଅଭିଯୋଗ ଆଣିଛି, ତେଣୁ ଓଡ଼ିଶା ସରକାରଙ୍କ ଅଭିଯୋଗର ସତ ପ୍ରମାଣିତ ହୋଇଛି, ଯୋଜନାର ଏକ୍ସକ୍ଲୁସିଭ୍ ମଡେଲ ହେବା ଦରକାର”
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021