Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିଜେଡିରୁ ଛାଡି କଂଗ୍ରେସରେ ଯୋଗଦେଲେ ବିଶ୍ବ ରଞ୍ଜନ ଖଟେଇ

31/03/2019 at 6:22 PM

ଭୁବନେଶ୍ବର ୩୧|୩: କଂଗ୍ରେସରେ ଯୋଗଦେଲେ ବିଶ୍ବ ରଞ୍ଜନ ଖଟେଇ । ସାଲେପୁର ବିଜେଡିର ସକ୍ରିୟ ସଦସ୍ୟ ଥିଲେ ବିଶ୍ବରଞ୍ଜନ । ସାଲେପୁର ବିଧାନସଭାରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ ବିଶ୍ବ ରଞ୍ଜନ । ତେବେ ତାଙ୍କୁ ଦଳ ଟିକେଟ୍ ନଦେଇ ପ୍ରଶାନ୍ତ ବେହେରାଙ୍କୁ ଦଳ ଟିକେଟ୍ ଦେଇଛି । ସେହିଭଳି କଂଗ୍ରେସ ବିଧାୟକ ଥିବା ପ୍ରକାଶ ବେହେରା ଦଳ ଛାଡି ବିଜେପିରେ ଯୋଗଦେବା ସହ ସାଲେପୁରରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ଅପରପକ୍ଷରେ ବିଶ୍ବରଞ୍ଜନ ଖଟେଇଙ୍କୁ ବିଜେଡି ଟିକେଟ୍ ନମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗଦେଇଛନ୍ତି । ସମ୍ଭବତଃ ତାଙ୍କୁ କଂଗ୍ରେସରୁ ସାଲେପୁର ବିଧାନସଭା ଆସନରୁ ଟିକେଟ୍ ମିଳିପାରେ ।

   Related Posts