Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବ୍ରହ୍ମପୁରରେ ବିଶ୍ବକର୍ମା ପୂଜା

17/09/2019 at 7:50 PM

ବ୍ରହ୍ମପୁର ୧୭୧।୦୯-ବ୍ରହ୍ମପୁର ସହରରେ ମଧ୍ୟ ବିଭିନ୍ନ ସ୍ଥାନରେ ଧୂମ୍‌ଧାମ୍‌ରେ ଚାଲିଛି ବିଶ୍ବକର୍ମା ପୂଜା । ବିଭିନ୍ନ ପୂଜା ମଣ୍ଡପ ହେଉ କି ଶିଲ୍ପ ତାଲିମ୍  ଅନୁଷ୍ଠାନ । ସବୁଠି ଚାଲିଛି ବିଶ୍ବ କର୍ମାଙ୍କ ପୂଜାର୍ଚ୍ଚନା। ବ୍ରହ୍ମପୁର ସହରର ରେଳ ଷ୍ଟେସନ୍ ନିକଟ, ବି.ଡି.ଏ କାର୍ଯ୍ୟାଳୟ, ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଭଳି ପ୍ରମୁଖ ପୂଜା ମଣ୍ଡପରେ ଦେବ ଶିଳ୍ପୀ ବିଶ୍ବକର୍ମା ପୂଜା ପାଉଛନ୍ତି।  ଶୋଳ୍କ ଉଚ୍ଚାରଣରେ ପୂଜାମଣ୍ଡପସ୍ଥଳ ପ୍ରକମ୍ପିତ ହେଉଛି। ପୂଜାମଣ୍ଡପ ସମେତ ସରକାରୀ ଶିଲ୍ପ ତାଲିମ୍ ଅନୁଷ୍ଠାନରେ ମଧ୍ୟ ଧୂମ୍‌ଧାମ୍‌ରେ ପୂଜା ଅନୁଷ୍ଟିତ ହୋଇଛି।

ସରାକରୀ ଆଇଟିଆଇ ପରିସରରେ ବହୁ ଆଡମ୍ବରରେ ପୂଜା ପାଳନ କରାଯାଇଥିବା ବେଳେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନିର୍ମିତ କରାଯାଇଥିବା ବିଭିନ୍ନ କାର୍ଯ୍ୟକୁ ପ୍ରଦର୍ଶିତ କରାଯାଇଛି।

ଗୋଟିଏ ପଟେ ଭକ୍ତଙ୍କ ଗହଳ ଚହଳ ଅନ୍ୟପଟେ ଆଧ୍ୟାତ୍ମିକ ପରିବେଶ ପୁରା ସହରକୁ ଚଳ ଚଞ୍ଚଳ କରିଦେଇଛି।

   Related Posts