ବିଶୋଇ ପଞ୍ଚାୟତକୁ ୫ ଦିନିଆ ସଟ୍ଡାଉନ୍
17/07/2020 at 7:45 AM

ରାଇରଙ୍ଗପୁର୧୭/୭: ବିଶୋଇ ପଞ୍ଚାୟତକୁ ୫ ଦିନିଆ ସଟଡାଉନ୍।ଶୁକ୍ରବାର ସକାଳ ୬ଟାରୁ ମଙ୍ଗଳବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କଲେ ସରପଞ୍ଚ। ଲୋକାଲ କଣ୍ଟାକ୍ଟ ବାହାରିବା ପରେ ସଟଡାଉନ ଘୋଷଣା କରାଯାଇଛି। ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।ସେହିପରି ଗତକାଲି ରାଜ୍ୟ ସରକାର ୪ଟି ଜିଲ୍ଳାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହାସହ ରାଉରକେଲା ସହର ମହାନଗର ନିଗମ ଅଞ୍ଚଳକୁ ଲକ୍ଡାଉନ୍ ଘୋଷଣା କରାଯାଇଛି।
Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021