ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ

Published By : Prameya-News7 Bureau | June 22, 2021 IST

ଭୁବନେଶ୍ବର ୨୨।୬: ଭାରତୀୟ ପୁରୁଷ ହକି ଦଳର ଉପଅଧିନାୟକ ଭାବେ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ମନୋନୀତ ହୋଇଛନ୍ତି । ବୀରେନ୍ଦ୍ର ଲାକ୍ରାଙ୍କ ସହ ହରମନପ୍ରୀତ ସିଂ ମଧ୍ୟ ପୁରୁଷ ହକି ଦଳର ଉପଅଧିନାୟକ ମନୋନୀତ ହୋଇଛନ୍ତି । ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ମିଳିତ ଭାବେ ଉପଅଧିନାୟକ ଭାର ସମ୍ଭାଳିବେ । ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂ ପୁରୁଷ ହକି ଦଳର ଅଧିନାୟକ ପଦ ସମ୍ଭାଳିବେ ।

ଅନ୍ୟପଟେ ସୋମବାର ଓଡିଆ ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ମହିଳା ହକି ଦଳର ଉପଅଧିନାୟିକା ଦାୟିତ୍ବ ମିଳିଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.