ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀଗଣନା

Published By : Prameya-News7 Bureau | September 18, 2019 IST

ପଟ୍ଟାମୁଣ୍ଡାଇ ୧୮।୯: ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ପକ୍ଷୀଗଣନା ହେବ । ୨୪  ତାରିଖ ପର୍ଯ୍ୟନ୍ତ ପକ୍ଷୀଗଣନା ଚାଲିବ  । ଏନେଇ ଦୁଇଟି  ଦଳ ଗଠନ କରାଯାଇଛି । ପ୍ରତି ଦଳରେ ୫ ଜଣ କର୍ମଚାରୀ ନିଯୁକ୍ତି ହୋଇଛନ୍ତି ।

{"id":158765}

ମୁଖ୍ୟତଃ ଏହି ସମୟରେ କାପରଖାଇ, ଅଜଂନା, ରାଣୀବଗ, ପାଣିକୁଆ, ଖଇରା ଓ ଗେଣ୍ଡାଳିଆ ଆଦି ପ୍ରଜାତିର ପକ୍ଷୀ ଦେଶର କୋଣ ଅନୁକୋଣରୁ ଏଠାକୁ ବଂଶବିସ୍ତାର ପାଇଁ ଆସନ୍ତି । ଗୁଁଆ, ବନୀ ଓ କେରୁଆ ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.