Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଗତକାଲି ପାଳନକଲେ ବିରାଟ ଓ ଅନୁଷ୍କା ପ୍ରଥମ ବିବାହ ବାର୍ଷିକ, ଅନୁଷ୍କା ସେୟାର କଲେ ବିବାହ ଦିନର ଗୁରୁତ୍ଵପୂର୍ଣ୍ଣ ଭିଡ଼ିଓ

12/12/2018 at 9:04 PM

ମୁମ୍ବାଇ୧୨/୧୨- କାଲିପାଳନକଲେ ବିରାଟ ଓ ଅନୁଷ୍କା ପାଳନକଲେ ପ୍ରଥମ ବିବାହ ବାର୍ଷିକ । ଏହି ଅବସରରେଅନୁଷ୍କା ବିବାହ ସମୟର ଏକ ଗୁରୁତ୍ଵପୂର୍ଣ୍ଣ ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି । ଯାହା ଆଜିଦିନଯାଏ ନିଜ ପାଖରେ ରଖିଥିଲେ ।

ବିବାହ ବାର୍ଷିକ ଅବସରରେ ଉଭୟ ବିରାଟ ଓ ଅନୁଷ୍କା ପରସ୍ପରକୁ ସୋସିଆଲମିଡ଼ିଆରେ ମେସେଜ ଲେଖି ଶୁଭେଛା ଜଣାଇଛନ୍ତି । ଅନୁଷ୍କା ଏହି ମେସେଜ ଲେଖିବା ସହ ଭିଡ଼ିଓ ମଧ୍ୟ ଆଟାଜକରିଛନ୍ତି । ଯେଉଁଥିରେ ବିବାହ ସମୟର ଦୃଶ୍ୟ କଏଦ ହୋଇଛି । ଏହି ଭିଡ଼ିଓ ରୋମାଣ୍ଟିକ  କୋଲାଜରେ ଅଛି । ଏଥିରେ ଫିଲମର ଓ୍ଵେଡ଼ିଂ ସେରିମନି ଭଳିଅଳ୍ପ ସମୟର କ୍ଲିପିଂ ନିଆଯାଇଚି । ଅନୁଷ୍କା ବୋହୂବେଶରେ ସଜ ହେଇଥିବା ବେଳେ ବିରାଟ ସିନ୍ଥିରେ ସିନ୍ଦୁରଦେଇଛନ୍ତି । ଉଭୟ ଉଭୟଙ୍କୁ ମାଳା ପିନ୍ଧେଇବା ପରେ ଅନୁଷ୍କାକୁ ବିରାଟ  ସିନ୍ଦୁର ପିନ୍ଧେଇଛନ୍ତି । ତାପରେ ସେମାନେ ହୋମକୁଣ୍ଡ ଚାରିପାଖେସାତଘେରା ବୁଲିଛନ୍ତି ।

ଶେଷରେ ମଧ୍ୟ ବିଦାୟବେଳର ଦୃଶ୍ୟ ଏହି ଭିଡ଼ିଓରେ ଦେଖିବାକୁ ମିଳିଚି । ମାତ୍ରଦେଢ଼ ମିନିଟର ଏହି ଭିଡ଼ିଓରେ ବିବାହର ସେହି ରୋମାଣ୍ଟିକ ଦୃଶ୍ୟ ସବୁ କଏଦ କରାଯାଇଛି । ଅତି ଭାବପ୍ରବଣହୋଇ  ମେସେଜ ବି ଲେଖିଛନ୍ତି ଅନୁଷ୍କା । ଲେଖିଛନ୍ତି –ଚାହୁଁଚାହୁଁବାହାଘରର ବର୍ଷେ ଚାଲିଗଲାଣି ଲାଗୁଚି କାଲିପୁଣି ଯେମିତି ।

 ବିବାହ ବାର୍ଷିକ ଅବସରରେ ସେ ସାଙ୍ଗସାଥୀ,ଶୁଭେଛୁ ମାନଙ୍କୁ ମଧ୍ୟ ଶଭେଚ୍ଛା ଜଣାଇଛନ୍ତି ।

   Related Posts