Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ACFO ସୌମ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଭାରତୀଙ୍କ ମନରେ ନଥିଲା ଦୁଃଖ ! ଘଟଣା ରାତିର ଦୃଶ୍ୟ ବଖାଣିଲେ ଏସସିବିରୁ ଘରକୁ ନେଇ ଫେରିଥିବା ଡ୍ରାଇଭର
  • ||
  • ରାଇରଙ୍ଗପୁର : ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ମୁହଁ ଖୋଲିଲେ ବିଦ୍ୟାଭାରତୀଙ୍କ ସାଙ୍ଗ ଅକ୍ଷୟ : ‘ବନ୍ଧୁ ଭଳି ମିଶୁଥିଲୁ, ପାଠପଢା ସରିବା ପରେ ଆମ ଭିତରେ ନଥିଲା କୌଣସି ସମ୍ପର୍କ’
  • ||
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ସମ୍ବଲପୁର : ହୀରାକୁଦର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ବର୍ଷା ଲାଗି ରହିଲେ ଆହୁରି ଗେଟ୍ ଖୋଲିବା ସମ୍ଭାବନା
  • ||
  • ଆନନ୍ଦପୁର : ଟ୍ରାକ୍ଟରରେ ମାଟି ଲୋଡ୍ ବେଳେ ଅଘଟଣ, ମାଟି ଅତଡା ଧସି ନାବାଳକ ମୃତ
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ
  • ||
  • ସାମାନ୍ୟ ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୭୦୩ କରୋନା ପଜିଟିଭ୍
  • ||

ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣର ମହୁଲି ମଦ ଜବତ, ୫ ଗିରଫ

13/08/2020 at 12:43 PM

ପାଟଣା ୧୩।୦୮: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଓ ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ । ପାଟଣା ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହିତ ମହୁଲି ପୋଚ ନଷ୍ଟ କରାଯାଇଛି । ଏହା ସହିତ ମଦ ରନ୍ଧା ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ଘଟଣାରେ  ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ବେଆଇନ ମଦ ବିକ୍ରି ଅଭିଯୋଗରେ ମାଛଗଡ଼ ର ରବିନ୍ଦ୍ର ମଣ୍ଡଳ ,ଦେବେନ୍ଦ୍ର ମଣ୍ଡଳ  ହରିହରପୁରର ଭିକୁସେଟ ମାଝୀ,ଏବଂ ବାରତୁଣିଆ ଗାଁର କୁନି ମୁଣ୍ଡା ଓ ଗୋପାଳ ମୁଣ୍ଡା ଗିରଫ କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।

   Related Posts