ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣର ମହୁଲି ମଦ ଜବତ, ୫ ଗିରଫ

Published By : Prameya-News7 Bureau | August 13, 2020 IST

ପାଟଣା ୧୩।୦୮: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଓ ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ । ପାଟଣା ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହିତ ମହୁଲି ପୋଚ ନଷ୍ଟ କରାଯାଇଛି । ଏହା ସହିତ ମଦ ରନ୍ଧା ସାମଗ୍ରୀ ମଧ୍ୟ ଜବତ ହୋଇଛି ।

{"id":313856,"width":576,"height":307,"sizeSlug":"large"}

ଘଟଣାରେ  ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ବେଆଇନ ମଦ ବିକ୍ରି ଅଭିଯୋଗରେ ମାଛଗଡ଼ ର ରବିନ୍ଦ୍ର ମଣ୍ଡଳ ,ଦେବେନ୍ଦ୍ର ମଣ୍ଡଳ  ହରିହରପୁରର ଭିକୁସେଟ ମାଝୀ,ଏବଂ ବାରତୁଣିଆ ଗାଁର କୁନି ମୁଣ୍ଡା ଓ ଗୋପାଳ ମୁଣ୍ଡା ଗିରଫ କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.