Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

କାର୍‌ରେ ଚୋରା ମଦ ନେଇ ଯାଉଥିବା ବେଳେ ଧରିଲା ପୋଲିସ : ୧୫୦ଲିଟର ମଦ ଜବତ, ୨ଗିରଫ

16/09/2020 at 10:08 AM

ଖଲ୍ଲିକୋଟ ୧୬।୦୯: ବିଭିନ୍ନ ପ୍ରକାର କଟକଣା ସତ୍ତ୍ୱେ ବି ଚାଲିଛି ଚୋରାକାରାବାର । ଛତ୍ରପୁର ପୋଲିସ କାର୍‌ ଭିତରୁ ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ । ଏହାସହିତ  ପ୍ରମୋଦ ଜାନୀ ଓ ମଳୟ ଜାନୀ ନାମକ ୨ଜଣ ବ୍ୟକ୍ତିଙ୍କୁ  ଗିରଫ କରିଛି ।

ଖଲ୍ଲିକୋଟ ଅଞ୍ଚଳରେ ଗତ କିଛି ଦିନ ହେଲା ବ୍ୟାପକ ପରିମାଣର ଚୋରା ମଦ କାରବାର ଚାଲୁଛି । ଯାହାକୁ ନେଇ ପୋଲିସ ବିଭିନ୍ନ ସମୟରେ ଚଢାଉ କରୁଛି , ଏବଂ ବିପୁଳ ପରିମାଣର ମଦ ମଧ୍ୟ ଜବତ ହେଉଛି । ଏହିପ୍ରରିପେକ୍ଷୀରେ ଗତକାଲି ଛତ୍ରପୁର ନିକଟରେ ପୋଲିସ ଯାଞ୍ଚ କରୁଥିବା ସମୟରେ ଏମାନଙ୍କ ଗାଡ଼ିକୁ ଅଟକ ରଖିଯାଇଥିଲା । ପୋଲିସ ଗାଡିକୁ ଛାନ୍‌ଭିନ୍‌ କରିବା ବେଳେ ୧୫୦ଲିଟରର ଚୋରା ମଦ ଜବତ କରିଛି । ଏହା ସହିତ ୨ଜଣଙ୍କୁ ମଧ୍ୟ ଗିରଫ କରିଛି । ପୁଲିସି ଉଭୟଙ୍କୁ ଗିରଫ କରିବା ପରେ ଚୋରା ମଦ କରାବାରର ଚେର ଆଉ କୁଆଡେ ଲମ୍ବିଛି , ସେନେଇ  ଅଧିକ ଯାଞ୍ଚ କରୁଛି ।

   Related Posts