Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଲକ୍‌ଡାଉନ୍‌ରେ ଚାଲିଛି ଚୋରା କାରବାର : ବିପୁଳ ପରିମାଣର ମଦ ଜବତ , ୧୨ଗିରଫ

17/05/2020 at 1:42 PM

ବ୍ରହ୍ମପୁର ୧୭।୦୫: କରୋନା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି । ଲକ୍‌ଡାଉନ୍‌ ସମୟରେ କିଛି ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି । ତେବେ କଟକଣା ଜାରି ସତ୍ତ୍ୱେ ଚୋରା ମଦ କାରବାର ଚାଲିଛି । ଯାହାର ସୂଚନା ଗଞ୍ଜାମ ପେଲିସ ନିକଟରେ ପହଞ୍ଚିଥିଲା । ପୋଲିସ ଖବର ପାଇବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଚଢାଉ କରିଥିଲା ।

ସୂଚନାଯୋଗ୍ୟ ଯେ, ଚୋର ମଦ କାରବାର ନେଇ ଗଞ୍ଜାମ ପୋଲିସ ଚଢାଉ କରିଛି । ପୋଲିସର ଏହି ଚଢାଉ ସମୟରେ ପୋଲିସକୁ ବଡଧରଣର ମଦ ଜବତ କରିଛି । ବେଆଇନ୍‌ ଭାବେ ଚାଲିଥିବା ମଦ କାରବାରରେ ଚଢାଉ ମାରିଛି ପୋଲିସ । ଗଞ୍ଜାମ ଜିଲ୍ଲାର ଆସିକା, ଧରାକୋଟ୍, ଗାଙ୍ଗପୁର ଥାନା ଅଞ୍ଚଳରେ ଚଢାଉ କରିଛି ପୋଲିସ । ପୋଲିସର ଏହି ଚଢାଉରେ ୧୨୮୨ ଲିଟର ମଦ ଜବତ, ୧୨ ଗିରଫ କରାଯାଇଛି । ଏହାସହିତ ୧୧,୬୫୦ ଲିଟର ପୋଚ ମଧ୍ୟ ନଷ୍ଟ କରିଛି ପୋଲିସ ।

   Related Posts