Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଚାକରାଣୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ୍‌ ଯାଇଥିବା ଅଭିନେତା ଶାଇନୀ ଅହୂଜାଙ୍କ ଉପରେ ହେବ ବାୟୋପିକ୍

18/03/2019 at 1:38 PM

ମୁମ୍ୱାଇ୧୮|୩: ବଲିଉଡରେ ଏବେ ଅଧିକାଂଶ ଚଳଚ୍ଚିତ୍ର ଅନେକ ଷ୍ଟାରଙ୍କ ବାୟପିକ୍‌ ଦ୍ୱାରା ପରଦାରେ ସିନେମା ଭାବେ ଦେଖାଯାଉଛି। ସେହିଭଳି ବିବାଦରେ ରହୁଥିବା ଶାଇନୀ ଅହୂଜା ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ତାଙ୍କ ରିଅଲ ଲାଇଫ ଉପରେ ଚଳଚ୍ଚିତ୍ର ହେବାକୁ ଯାଉଛି। ତେବେ ୨୦୦୯ ମସିହାରେ ଶାଇନୀ ତାଙ୍କ ଘରେ କାମ କରୁଥିବା ଚାକରାଣୀଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଥିଲା । ଶାଇନୀଙ୍କ ଚାକରାଣୀ ନିଜେ ଏହି ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ଏହି ଘଟଣା ହେବା ସମୟରେ ଶାଇନୀ ଘରେ ଏକା ଥିଲେ। ସେ ତାଙ୍କୁ ବେଡରୁମକୁ ଡାକି ତାଙ୍କ ସହ ଜବରଦସ୍ତି କରିଥିଲେ। ସେହି ସମୟରେ ଏହି ଘଟଣା ଅନେକ ବିବାଦ ସୃଷ୍ଟି କରିଥିଲା।
ଏହି ଅଭିଯୋଗ ପରେ ଶାଇନୀ ଅହୂଜାଙ୍କ କ୍ୟାରିଅର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। “ୱେଲକମ ବ୍ୟାକ୍‌” ଚଳଚ୍ଚିତ୍ରରୁ ସେ ପରଦାରେ ପୁଣି ଦେଖିବାକୁ ମିଳିଥିଲେ। ପ୍ରଯୋଜକ କୁମାର ମଂଗତ ଶାଇନୀଙ୍କ ଜୀବନ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। କିନ୍ତୁ ଯେତେବେଳେ ପବ୍ଲିକେସନ କୁମାର ମଂଗତଙ୍କୁ ଏହି ବିଷୟରେ ପ୍ରଶ୍ନ କରିଥିଲେ ସେ ଏମିତି ଫିଲ୍ମ କରିବେନି ବୋଲି ମନା କରିଥିଲେ ଓ ଏହା ଏକ ଶିକ୍ରେଟ ବୋଲି କହିଥିଲେ କୁମାର।

   Related Posts