ମଧୁବାଲାଙ୍କ ଉପରେ ବାୟୋପିକ

Published By : Prameya-News7 Bureau | July 22, 2018 IST

ଫିଲ୍ମ "ସଞ୍ଜୁ" ପରେ ଆଇକୋନିକ ଆକଟ୍ରେସ ମଧୁବାଲାଙ୍କ ଉପରେ ହବ ଫିଲ୍ମ ବଲିଉଡ଼ରେ ଏବେ ବାୟୋପିକ ଟ୍ରେଣ୍ଡ ଚାଲିଛି । ମଧୁବାଲାଙ୍କ ଆତ୍ମଜୀବନୀକୁ ନେଇ ତାଙ୍କ ସାନଭଉଣୀ ମଧୁର ବ୍ରିଜଭୂଷଣ ଏକ ଫିଲ୍ମ କରିବାକୁ ଘୋଷଣା କରିଛନ୍ତି | ମଧୁର କହିଛନ୍ତି - "ମୁଁ ମୋ ଭଉଣୀ ଉପରେ ଗୋଟେ ବାୟୋପିକ ନିର୍ମାଣ କରିବାକୁ ଯାଉଛି | ଏଥିପାଇଁ ମୋ ଟିମ ପୁରାଦମରେ ଲାଗିଛନ୍ତି | ମଧୁବାଲାଙ୍କ ସବୁ ଶୁଭଚିନ୍ତକ ଆଉ ବଲିଉଡ଼ ସହିତ ଯୋଡି ହୋଇଥିବା ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ତାଙ୍କ ଭଉଣୀଙ୍କୁ ନେଇ କୌଣସି ବାୟୋପିକ ନକରିବାକୁ ସେ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.