Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ମଧୁବାଲାଙ୍କ ଉପରେ ବାୟୋପିକ

22/07/2018 at 7:31 AM

ଫିଲ୍ମ “ସଞ୍ଜୁ” ପରେ ଆଇକୋନିକ ଆକଟ୍ରେସ ମଧୁବାଲାଙ୍କ ଉପରେ ହବ ଫିଲ୍ମ

ବଲିଉଡ଼ରେ ଏବେ ବାୟୋପିକ ଟ୍ରେଣ୍ଡ ଚାଲିଛି । ମଧୁବାଲାଙ୍କ ଆତ୍ମଜୀବନୀକୁ ନେଇ ତାଙ୍କ ସାନଭଉଣୀ ମଧୁର ବ୍ରିଜଭୂଷଣ ଏକ ଫିଲ୍ମ କରିବାକୁ ଘୋଷଣା କରିଛନ୍ତି | ମଧୁର କହିଛନ୍ତି – “ମୁଁ ମୋ ଭଉଣୀ ଉପରେ ଗୋଟେ ବାୟୋପିକ ନିର୍ମାଣ କରିବାକୁ ଯାଉଛି | ଏଥିପାଇଁ ମୋ ଟିମ ପୁରାଦମରେ ଲାଗିଛନ୍ତି | ମଧୁବାଲାଙ୍କ ସବୁ ଶୁଭଚିନ୍ତକ ଆଉ ବଲିଉଡ଼ ସହିତ ଯୋଡି ହୋଇଥିବା ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ତାଙ୍କ ଭଉଣୀଙ୍କୁ ନେଇ କୌଣସି ବାୟୋପିକ ନକରିବାକୁ ସେ ନିବେଦନ କରିଛନ୍ତି ।

   Related Posts