Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ବଡ ଖବର: କୋଭିଡ୍-୧୯ ରୋଗୀଙ୍କ ପାଇଁ ବାୟୋକନ୍ ବାହାର କଲା ଔଷଧ, ପ୍ରତି ଭାଏଲ୍ ଦାମ୍ ୮୦୦୦

14/07/2020 at 10:35 AM

ନୂଆଦିଲ୍ଲୀ, ୧୪।୦୭:  ପ୍ରମୁଖ ବାୟୋଟେକ୍ କମ୍ପାନୀ ବାୟୋକନ୍ ମଧ୍ୟମରୁ ଗୁରୁତର କରୋନା ରୋଗୀଙ୍କ ଉପଚାର ପାଇଁ ଔଷଧ ଇଟୋଲିଜୁମାବ୍ ଉପଲବ୍ଧ କରିବ । ଏହାର ଦାମ୍ ରହିବ ପ୍ରାୟ ୮୦୦୦ ଟଙ୍କା ।ଭାଏଲ୍ ପିଛା ଏହାର ଦାମ ୮୦୦୦ ଟଙ୍କା ରହିବ ।

କମ୍ପାନୀ କହିଛି ଯେ, ଏହି କରୋନା ଔଷଧ ଗୁରୁତର ରୋଗୀଙ୍କ ତୀବ୍ର ଶ୍ୱାସକ୍ରିୟା ସଙ୍କଟ ରୋଗୀଙ୍କ ସାଇଟୋ କାଇନ୍ ରିଲିଜ୍ ସିଣ୍ଡ୍ରୋମ ଉପଚାର ପାଇଁ ଡିସିଜିଆଇର ମଞ୍ଜୁରୀ ପାଇଛି । ଇଟୋଲିଜୁମାବ୍ ବିଶ୍ୱର ସବୁଠାରେ ସୀକୃତି ପାଇଥିବା ପ୍ରଥମ ମେଡିସିନ୍ । ଏଥିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇ ପାରୁଛି । ଯେବେଯାଏଁ ଭାକିସନ୍ ଆସିନାହିଁ ସେବେସୁଦ୍ଧା ବିଭିନ୍ନ ଜୀବନ ରକ୍ଷକ ମେଡିସିନ୍ ଉପରେ ନିର୍ଭର କରିବାକୁ ହେବ । ଏହି ମେଡିସିନ୍‌କୁ ମହାମାରୀର ଉପଚାର ଓ ରୋଗୀଙ୍କୁ ସୁସ୍ଥ ପାଇଁ ବିଶ୍ୱରେ ବ୍ୟବହାର ହେଉଛି । ଏହାକୁ ଆହୁରି ବିକଶିତ ମଧ୍ୟ କରାଯାଉଛି ।

କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ କିରଣ ମଜଦାର କହିଥିଲେ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ବା ଆସନ୍ତା ମାସର ଆରମ୍ଭରେ ଟୀକା ମିଳିଯିବ । କିନ୍ତୁ ଏହା ଉପରେ କିଛି ଗ୍ୟାରେଣ୍ଟି ନାହିଁ । ଦ୍ୱିତୀୟ ଥର ସଂକ୍ରମଣର ସମ୍ଭାବନା ରହିଛି ଆମେ ଯେପରି ଭାବୁଛେ ସେପରି ହେବ ବୋଲି କିଛି ସ୍ପଷ୍ଟ ନୁହେଁ । ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ହେବ ।

   Related Posts