ବାଇକ୍-ଟ୍ରକ୍ ଧକ୍କା : ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | November 21, 2019 IST

ପାରାଦୀପ୨୧।୧୧:ପାରାଦୀପ ଟର୍ମିନାଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ସହିତ ଟ୍ରକ୍ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୄତ୍ୟୁ ହୋଇଛି ।

{"id":187393,"sizeSlug":"large"}

ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ନେଇ ଡ୍ରାଇଭର ଫେରାର ହୋଇଯାଇଛି । ପାରାଦୀପ ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.