Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରକ୍ତ ଭିଜା ବାଇକ୍ ସହ ଚପଲ ଜବତ, ଯୁବକ ନିଖୋଜ..

1/08/2020 at 10:14 AM

ବଲାଙ୍ଗୀର ୦୧।୦୮: ବଲାଙ୍ଗିର ସଇଁତଳା ଥାନା ଘୁନସର +3 କଲେଜ୍ ନିକଟରୁ ରକ୍ତ ଭିଜା ବାଇକ୍  ଏବଂ ଚପଲ ଜବତ। ବାଇକଟି ନୂଆପଡ଼ା ଗାଁର ଲେମ୍ବୁ ସାହୁଙ୍କର ବୋଲି ଜଣାପଡ଼ିଛି । ଲେମ୍ବୁଙ୍କୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ।

ତେବେ ହତ୍ୟାକାଣ୍ଡର ଖବର ପାଇ ସଇଁତଳା ପୋଲିସ ସାଇଣ୍ଟିଫିକ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ଚାଷୀ ଫସଲ ବୀମା ପଞ୍ଜିକରଣ କରିବା ପାଇଁ ଆସି ଲେମ୍ବୁ ଘରକୁ ଫେରିନଥିବା ପରିବାର ଲୋକେ କହିଛନ୍ତି ।

   Related Posts