ରକ୍ତ ଭିଜା ବାଇକ୍ ସହ ଚପଲ ଜବତ, ଯୁବକ ନିଖୋଜ..

Published By : Prameya-News7 Bureau | August 01, 2020 IST

ବଲାଙ୍ଗୀର ୦୧।୦୮: ବଲାଙ୍ଗିର ସଇଁତଳା ଥାନା ଘୁନସର +3 କଲେଜ୍ ନିକଟରୁ ରକ୍ତ ଭିଜା ବାଇକ୍  ଏବଂ ଚପଲ ଜବତ। ବାଇକଟି ନୂଆପଡ଼ା ଗାଁର ଲେମ୍ବୁ ସାହୁଙ୍କର ବୋଲି ଜଣାପଡ଼ିଛି । ଲେମ୍ବୁଙ୍କୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ।

{"id":308424,"sizeSlug":"large"}

ତେବେ ହତ୍ୟାକାଣ୍ଡର ଖବର ପାଇ ସଇଁତଳା ପୋଲିସ ସାଇଣ୍ଟିଫିକ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ଚାଷୀ ଫସଲ ବୀମା ପଞ୍ଜିକରଣ କରିବା ପାଇଁ ଆସି ଲେମ୍ବୁ ଘରକୁ ଫେରିନଥିବା ପରିବାର ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.