୨୪ଟି ଚୋରା ବାଇକ୍ ଜବତ, ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 12, 2020 IST

ବ୍ରହ୍ମଗିରି ୧୨।୧୧: ପୁରୀ ବ୍ରହ୍ମଗିରି ଅଞ୍ଚଳରୁ ୨୪ଟି ଚୋରା ବାଇକ୍ ଜବତ କରିଛି ପୋଲିସ । ଏହାସହ ୪ ଜଣଙ୍କୁ ଗିରଫ କରିଛି । ବ୍ରହ୍ମଗିରିର ବାରବାଟୀ, ରେଣ୍ଢା, ନହରପଦା ଏବଂ ମିର୍ଜାପୁର ଅଂଚଳରୁ ଏହି ବାଇକ୍ ସବୁ ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି । ବାଇକ୍ ଚୋରି ଅଭିଯୋଗରେ ୪ ଜଣଙ୍କୁ ଆଜି  କୋର୍ଟ ଚାଲାଣ  କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.