ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଡ୍ରାଇଭର ଓ ହେଲପର ଅଟକ

Published By : Prameya-News7 Bureau | June 23, 2019 IST

ବାଂଶପାଳ୨୩|୬; କେନ୍ଦୁଝର ଜିଲ୍ଲା ସଦର ଥାନା ଦଅଁଳାଠାରେ ଟ୍ରକ ଧକ୍କାରେ ଯୁବକଙ୍କ ମୁତ୍ୟୁ ଘଟିଛି । ମୃତ ଯୁବକ ନୟାକୋଟ ଥାନା କାଣ୍ଡେ ସାହି ଗ୍ରାମର ଟିଲୁ ମୁଣ୍ଡା। ସେ ନିଜ ଗାଁ କାଣ୍ଡେ ସାହିରୁ ଶୁଆକାଟୀ ଆଡେ ଯାଉଥିବା ସମୟରେ ଏକ ଦଶଚକିଆ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ସେ ଛିଟିକି ପଡିଥିଲେ ।

{"id":126344}

ଘଟଣାସ୍ଥଳରେ ତାଙ୍କର ମୁତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଏବଂ ବାଇକଟିକୁ ପୋଲିସ ଜବତ କରିଛି ।ଟ୍ରକ ଡ୍ରାଇଭର ଓ ହେଲପରକୁ ପୋଲିସ ଅଟକ ରଖିଛି।

{"id":126345}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.