ବସ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ : ଜଣେ ଗୁରୁତର

Published By : Prameya-News7 Bureau | April 04, 2019 IST

ବାଲେଶ୍ବର  ୪/୩: ବାଲେଶ୍ବର ଜିଲ୍ଲା  ସୋର ୧୬ନଂ ଜାତୀୟ ରାଜପଥ ତଳ ନଗର ବସ୍ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୁତ୍ୟୁ ହୋଇଛି।  ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।


ବସ୍ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଗୁଡ଼ି ଅଞ୍ଚଳର ଶରତ ସେଠୀଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଥିଲା । ଅନ୍ୟ ଜଣେ ବାଇକ ଆରୋହୀ ନିରଞ୍ଜନ ଜେନା ଗୁରୁତର ଭାବେ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ସୋର ପୁଲିସ ଶରତର ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.