ଦୁଇ ବାଇକ ଚୋର ଗିରଫ : ନୂଆପଡା
22/04/2018 at 11:57 AM

ନୂଆପଡା ପୋଲିସ ଦୁଇ ବାଇକ ଚୋରଙ୍କୁ ଗିରଫ କରିଛି
ସେମାନଙ୍କ ଠାରୁ ୭ଟି ଗାଡି ସହ ୩ଟି ମୋବାଇଲ ଜବତ କରିଛି
ଗିରଫ ଡକାୟତ ମଧ୍ୟରୁ ଜଣେ କଳାହାଣ୍ଡି ପଣ୍ଡି ଗାଁର ସତ୍ୟ ସୁଦର୍ଶନ ନାୟକ
ଅନ୍ୟ ଜଣେ ବୌଦ୍ଧ କୁସଙ୍ଗ ଗାଁର ପରମେଶ୍ୱର ମହାରଣା
Related Posts
ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ପୋଡି ପାଉଁଶ ସବୁକିଛି
26 February 2021