Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦୁର୍ଘଟଣାରେ ୩ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

19/06/2018 at 6:43 AM

ମର୍ମନ୍ତୁଦ ସଡକ ଦୁର୍ଘଟଣା-୩ ଛାତ୍ର ମୃତ … ବରଗଡ଼ ଜିଲ୍ଲା ପଦ୍ମପୁର ରାସ୍ତା ଘେଁସ ବଡଝୁର ନିକଟରେ ଦୁର୍ଘଟଣା … ଛିଡା ହୋଇଥିବା ଜେସିବିରେ ପିଟିହେଲା ବାଇକ୍ … ଗୋଟିଏ ବାଇକରେ ଥିଲେ ୩ ଜଣ ଛାତ୍ର … ୩ ଛାତ୍ରଙ୍କ ମୃତ୍ୟୁ ହୋଇଛି …ମୃତ ଛାତ୍ରଙ୍କ ପରିଚୟ ମିଳିପାରିନାହିଁ … ଘଟଣାସ୍ଥଳରେ ପହଞ୍ଚିଲା ମେଲସାମୁଣ୍ଡା ଥାନା ପୋଲିସ …

   Related Posts