Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧରାପଡିଲେ ବାଇକ୍ ଚୋର ଗ୍ୟାଙ୍ଗ: ୨୫ ବାଇକ୍ ଜବତ

14/08/2020 at 12:04 PM

କେନ୍ଦ୍ରାପଡା୧୪/୮: ଧରାପଡ଼ିଲେ ବାଇକ ଚୋର ଗ୍ୟାଙ୍ଗ। ୨୫ ବାଇକ ଜବତ  ୫ ଗିରଫ ଟାଉନ୍ ଓ ସଦର ଥାନା ପୁଲିସ କଲା ଗିରଫ। ସିସିଟିଭି ଫୁଟେଜ ଆଧାରରେ ଏମାନଙ୍କୁ ପୋଲିସ୍ ଗିରଫ କରିଛି।  ଏସ୍‌ପି ନୀତି ଶେଖର ଏ ସଂପର୍କରେ ସୂଚନା ଦେଇଛନ୍ତି। ଗତ କିଛିମାସ ହେବ ଦିନ ଦ୍ବିପହରେ ବାଇକ୍ ଚୋରି କରି ଛୁ ମାରୁଥିଲେ ଚୋର। କେନ୍ଦ୍ରପଡା ପୋଲିସର ଉଦ୍ୟମ କ୍ରମେ ଏହି ଗ୍ୟାଙ୍ଗ ଧରା ପଡିଛି।

   Related Posts