ଜଳିଗଲା ବାଇକ୍ : କାରଣ ଅସ୍ପଷ୍ଟ
4/11/2019 at 3:37 PM

ବ୍ରହ୍ମପୁର ୪/୧୧: ରାସ୍ତା ଉପରେ ବାଇକରେ ହଠାତ୍ ନିଆଁ ଲାଗିଗଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଚନ୍ଦ୍ରପ୍ରଭା ସାହିରେ। ଗତକାଲି ରାସ୍ତା ଉପରେ ବାଇକ୍ ଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା ।
ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021