ସ୍ରାମ୍ବୁକିଆ ଘାଟିରେ ଗଛରେ ପିଟି ହେଲା ବାଇକ୍‌, ଯୁବକ ଗୁରୁତର

Published By : Prameya-News7 Bureau | December 01, 2021 IST

ଦାରିଙ୍ଗବାଡି, ୦୧/୧୨: ବାଲିଗୁଡାରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି । ବାଲିଗୁଡ଼ାରୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ସ୍ରାମ୍ବୁକିଆ ଘାଟିରେ ଏକ ବାଇକ୍‌ ଗଛରେ ପିଟି ହୋଇଯାଇଛି । ଏହି ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି । ଚାଳକ ଜଣକ ବୁଡ଼ାଗୁଡା ପଞ୍ଚାୟତର ଡେଡ଼ି ମାହମାହା ଗ୍ରାମର ଅଜୟ ପ୍ରଧାନ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.