ବାଇକକୁ ପିଟିଲା ଅଜଣା ଗାଡ଼ି: ୩ମୃତ ,ଜଣେ ଗୁରୁତର

Published By : Prameya-News7 Bureau | December 08, 2018 IST

ବେତନଟୀ  ୮/୧୨: ବେତନଟୀ ଠାରେ ଏକ ଅଜଣା ଗାଡ଼ି ବାଇକକୁ ପିଟିବା ଫଳରେ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ହୋଇଛନ୍ତି। ଏନଏଚ୍ -୧୮ କାଠପାଳ ନିକଟରେ ଦୁର୍ଘଟଣାଘଟିଛି। ମୃତକ ଗୋଟିଏ ପରିବାରର ବୋଲି ସୂଚନାରୁ ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.