ମର୍ମନ୍ତୁଦ ସଡକ ଦୁର୍ଘଟଣା – ଜଣେ ମୃତ ୪ ଗୁରୁତର

Published By : Prameya-News7 Bureau | February 16, 2020 IST

ବୈଦ୍ଦ ୧୬।୦୨ - ବୌଦ୍ଧ ଜିଲ୍ଲା ମନମୁଣ୍ଡା କଣ୍ଟାମାଲ ରାସ୍ତାର ଖଟଖଟିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ସହ ଓମିନି କାର ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ୪ଗୁରୁତର ।

ମୃତକ ହେଲେ ଗୋପଲମାଲ ଗ୍ରାମର କରୁଣା ସ୍ୱାଇଁ । ଗୁରୁତରମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.