Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ବିଜେପି ଛାଡ଼ିଲେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ : 9pm Disussion (30.11.2018)

30/11/2018 at 11:40 PM

ଆଜିର ବିତର୍କ – ବିଜେପିକୁ ବାଏ ବାଏ ।

ବିଜେପି ଛାଡ଼ିଲେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ । ଦଳରେ ଆଉ ଶୋ ପିସ୍ ହୋଇ ରହିବାକୁ ଉଚିତ ମଣିଲେନି ଏହି ୨ ନେତା । ଗୋଟିଏ ଇସ୍ତଫା ପତ୍ରରେ ୨ ନେତା ଦସ୍ତଖତ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପାଖକୁ ପଠାଇ ଦେଇଛନ୍ତି । କୁଆଡ଼େ ଯିବେ ଏହି ୨ ନେତା ? କେଉଁ ଦଳରେ ହେବେ ସାମିଲ ? ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଚାଲିଥିବା ବେଳେ, ବିଜେପି କହୁଛି ବ୍ୟକ୍ତିଗତ ସ୍ବାର୍ଥ ଚରିତାର୍ଥ କରିବାକୁ ଏମାନେ କାଳେ ଦଳ ଛାଡ଼ିଛନ୍ତି ।

   Related Posts