ବିଜେପି ଛାଡ଼ିଲେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ : 9pm Disussion (30.11.2018)

Published By : Prameya-News7 Bureau | November 30, 2018 IST

ଆଜିର ବିତର୍କ - ବିଜେପିକୁ ବାଏ ବାଏ । ବିଜେପି ଛାଡ଼ିଲେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ । ଦଳରେ ଆଉ ଶୋ ପିସ୍ ହୋଇ ରହିବାକୁ ଉଚିତ ମଣିଲେନି ଏହି ୨ ନେତା । ଗୋଟିଏ ଇସ୍ତଫା ପତ୍ରରେ ୨ ନେତା ଦସ୍ତଖତ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପାଖକୁ ପଠାଇ ଦେଇଛନ୍ତି । କୁଆଡ଼େ ଯିବେ ଏହି ୨ ନେତା ? କେଉଁ ଦଳରେ ହେବେ ସାମିଲ ? ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଚାଲିଥିବା ବେଳେ, ବିଜେପି କହୁଛି ବ୍ୟକ୍ତିଗତ ସ୍ବାର୍ଥ ଚରିତାର୍ଥ କରିବାକୁ ଏମାନେ କାଳେ ଦଳ ଛାଡ଼ିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.