Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅନ୍‌ଲକ୍‌ ହୋଇଛି, ବିଭିନ୍ନ ଅନୁଷ୍ଠାନ ଖୋଲିଛି ; ଲୋକେ ନିଜ ଆଡୁ ସତର୍କ ରହିବା ଜରୁରୀ…

21/10/2021 at 1:13 PM

ଭୁବନେଶ୍ୱର ୨୧।୧୦:ପୂଜା ସମୟରେ ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିଲା।ଗତ ୭-୮  ଦିନ ମଧ୍ୟରେ ସଂକ୍ରମଣ କେତେ ବଢିଛି ଜଣାପଡିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେତିକି ବଢିଛି ତାହା ଉଦବେଗ ଜନକ ନୁହେଁ। କିନ୍ତୁ ଆଗକୁ ଅପେକ୍ଷା କରିବାକୁ ପଡିବ। ଯେଉଁ ସମୟରେ ପିକ ଭିଡ଼ ଥିଲା ସେହି ସମୟ ଆସିନି। ତେଣୁ ଆଗକୁ ଅପେକ୍ଷା କରିବାକୁ ପଡିବବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ  ମହାପାତ୍ର ।

ସେହିପରି ତୃତୀୟ ଲହର ନେଇ ଏଂଡେମୀକ ଭାଇ ରୋ ଲୋଜିଷ୍ଟ କହିଛନ୍ତି ଯେ,  ଏବେ କରୋନା ଏଣ୍ଡେମିକ ସ୍ତରରେ ଅଛି। ପୁରା କରୋନା ସ୍ଥିତି ଯାଇନାହିଁ , ଏବେବି କୋଭିଡ ଅଛି।ପରିସ୍ଥିତି ଦେଖି ସଂକ୍ରମଣ କମୁଛି ଆଉ ବଢୁଛି।ତେବେ ମହାରାଷ୍ଟ୍ରରେ ଯେଉଁ ନୂଆ ଭ୍ୟାରିଆଣ୍ଡ ଚିହ୍ନଟ ହୋଇଛି । ସେଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ। ସେହି ଭ୍ୟାରିଆନ୍ତ କଣ୍ଟାକ୍ତ ଟ୍ରେସିଂରେ  ଅନ୍ୟ କେହି ସଂକ୍ରମିତ ବାହାରି ନାହାନ୍ତି। ଏ ବାବଦରେ କେନ୍ଦ୍ର ସରକାର କିମ୍ବା ଆଇଏଲଏସ କିଛି ଅବଗତ କରାଇନାହାନ୍ତି। ଏତେ ଆତଙ୍କିତ ହେବାର କିଛି କାରଣ ନାହିଁ। ବର୍ତ୍ତମାନ ସ୍ଥିତି ଯେପରି ଅଛି  । ତୃତୀୟ ଲହର ଆଶଙ୍କା କମ ରହିଛି। କିନ୍ତୁ ଅନଲକ ହୋଇଛି , ବିଭିନ ଅନୁଷ୍ଠାନ ଖୋଲିଛି । ଲୋକ ମାନେ ନିଜ ଆଡୁ ସତର୍କ ରୁହନ୍ତୁ । ଯେଉଁଠି କାର୍ଯ୍ୟ ହେଉଛି କୋଭିଡ ନିୟମ ଅନୁପାଲନ କରନ୍ତୁ।

   Related Posts