ବିଜେପି ଛାଡି ପାରନ୍ତି ବିଜୟ ମହାପାତ୍ର, ଦିଲୀପ ରାୟ
26/11/2018 at 12:39 PM

ଭୁବନେଶ୍ୱର ୨୬/୧୧ : ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ବିଜେପି ଛାଡିବା ନେଇ ହେଉଛି ଚର୍ଚ୍ଚା | ଏଭଳି କିଛି ଇସାରା ଦେଇଛନ୍ତି ବିଜୟ ମହାପାତ୍ର | ତେବେ ଏନେଇ ଦୁଇଜଣ ବସି ଆଲୋଚନା କରିବେ ବୋଲି କହିଛନ୍ତି ବିଜୟ | ଚଳିତ ମାସ ଶେଷ ସୁଦ୍ଧା ଚରମ ନିଷ୍ପତି ନେଇପାରନ୍ତି ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ | ରାଉରକେଲାବାସୀଙ୍କ ସ୍ୱାର୍ଥ ପାଇଁ ଦିଲୀପ ଦଳ ସହ ସନ୍ତୁଷ୍ଟ ନଥିବା ଇସାରା କରିଛନ୍ତି | ସେଥିପାଇଁ ସେ ଖୁବ ଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଶୁଣିବାକୁ ମିଳୁଛି |
Related Posts
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ କୋଟିରେ ଦାନ କଲେ ଗୌତମ ଗମ୍ଭୀର
21 January 2021