ସୁନ୍ଦରଗଡରେ ବିହାର ଲିଚୁ ବିକ୍ରି ବନ୍ଦ, ଆମଦାନୀ ନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
18/06/2019 at 11:50 AM

ରାଉରକେଲା ୧୮|୬: ସୁନ୍ଦରଗଡ଼ରେ ବନ୍ଦ ହେଲା ବିହାର ଲିଚୁ ବିକ୍ରି । ଓଡିଶାର ବିଭିନ୍ନ ସ୍ଥାନରେ ବିହାର ଲିଚୁ ବିକ୍ରି ନେଇ ନ୍ୟୁଜ୍ ୭ରେ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଲେ ସୁନ୍ଦରଗଡ ଜିଲ୍ଲାପାଳ । ସୁନ୍ଦରଗଡର ରାଉରକେଲାରେ ଲିଚୁ କୋଳି ବିକ୍ରି ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଲିଚୁ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।
ବିହାରରୁ ଆସୁଥିବା ଲିଚୁ ରାଉରକେଲା ବଜାରରେ ବିକ୍ରି ହେଉଥିଲା । ବିହାରରୁ ଲିଚୁ ଆମଦାନୀ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
Related Posts
ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ
8 March 2021
ଜମିଜମା ବିବାଦରୁ ବିଧବା ଭାଇବୋହୂକୁ ହତ୍ୟାକଲା ଦେଢଶୂର !
8 March 2021