Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଦୁନିଆର ଦ୍ୱିତୀୟ ସବୁଠାରୁ ବଡ କଖାରୁ ଓଜନ୧୦୪୧ କିଲୋ – କାର୍‌ ଓଜନଠାରୁ ବି ଅଧିକ

9/10/2019 at 4:52 PM

ଦୁନିଆରେ ତ ଅନେକ ଅଜିବ ଜିନିଷ ଦେଖିବାକୁ ମିଳିଥାଏ । ଏହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ଆମେରିକାରେ ଏକ ମେଳାରେ ଏକ ବିଶାଳକାୟ କଖାରୁକୁ ପ୍ରଦର୍ଶୀତ କରାଯାଇଥିଲା । ଏହାର ଓଜନ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ଏହାର ଓଜନ ଏକ କାର ଓଜନ ଠାରୁ ଅଧିକ । ଏହି କଖାରୁର ଓଜନ ୧୦୪୧ କିଲୋ ।

ଇଂଲଣ୍ଡରେ ଆମଦାନୀ ହୋଇଥିବା ଏକ କଖାରୁ ଦୁନିଆର ସବୁଠାରୁ ବଡ କଖାରୁରର ମାନ୍ୟତା ପାଇଛି ।

ବଜାରରେ ମିଳୁଥିବା କୌଣସି ଛୋଟ କାର୍‌ର ଓଜନଠାରୁ ଏହା ଅଧିକ । ଦୁନିଆରେ ସବୁଠାର ବଡ କଖାରୁର ଓଜନ ୧୧୯୦.୫ କିଲୋ ଥିଲା । ଏହି କଖାରୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡରେ ସ୍ଥାନୀତ ହୋଇଛି ।

   Related Posts