ଆଜିଠୁ ୧୧ଟି ଜିଲାରେ ଅତି ପ୍ରବଳ ବର୍ଷା
11/08/2018 at 5:58 AM

ଆଜି ସଂଧ୍ୟାରୁ ଆରମ୍ଭ ହେବ ବର୍ଷା । ଅଗଷ୍ଟ ୧୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପଶ୍ଚିମବଙ୍ଗ ସମେତ ଉତ୍ତର ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କୋରାପୁଟ, କନ୍ଧମାଳ, କଳାହାଣ୍ଡି, ମାଲକାନାଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରୁ ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ,ସୁନ୍ଦରଗଡ ସମେତ ଉପକୁଳ ଓଡିଶା କେନ୍ଦ୍ରାପଡା, କଟକ, ପୁରୀ, ଜଗତସିଂହପୁର ଏବଂ ଯାଜପୁରରେ ୧୪ ତାରିଖ ଯାଏଁ ବର୍ଷାର ପ୍ରଭାବ ରହିବ । ତେବେ ୧୩ ଓ ୧୪ରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ବର୍ଷା ହେବା ସହିତ ୧୧ଟି ଜିଲାରେ ଅତି ପ୍ରବଳ ବର୍ଷା ହେବ।
Related Posts
ଗଞ୍ଜେଇ ଚୋରା ଚାଲାଣକୁ ନେଇ ଏସ୍ଟିଏଫ୍ର ଚଢ଼ାଉ, ଜବତ ହେଲା ସିଆଜ୍
26 February 2021
ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ପୋଡି ପାଉଁଶ ସବୁକିଛି
26 February 2021