ମାଛ ଧରୁଥିବାବେଳେ ଜାଲରେ ପଡିଗଲା ଅଜଗର , ଲୋକେ ଦେଖି ଛାନିଆଁ
27/10/2019 at 3:36 PM

ଟାଙ୍ଗୀ୨୭|୧୦: ମାଛ ଧରୁଥିଲେ , ଭାବିଲେ ବହୁତ ଓ ବଡ-ବଡ ମାଛ ଜାଲରେ ପଡିଛନ୍ତି , ମାତ୍ର ମାଛ ବଦଳରେ ଜାଲରେ ପଡିଗଲା ଅଜଗର ସାପ । ସାପକୁ ଦେଖି ଲୋକେ ଛାନିଆଁ ହୋଇ ଧାଁ-ଦୈ।ଡ କଲେ । ଭୟରେ ଭୟରେ ଅଜଗରକୁ ଆଣି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

ବାଲୁଗାଁ ବନ ବିଭାଗ ଏହି ଅଜଗର ସାପକୁ ନିକଟସ୍ଥ ( ବରବରା ) ଜଗଂଲରେ ଛାଡି ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବୋଇତିଆ ପାହାଡ ନିକଟରେ ଥିବା ଏକ ନଈ ( ନାଳ ) ରେ କିଛି ଲୋକ ମାଛ ଧରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା ।

Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021