Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବିଗ୍ ବଜାରକୁ ୫ଲକ୍ଷ ଟଙ୍କା ଫାଇନ୍

25/01/2020 at 3:52 PM

ଚଣ୍ଡିଗଡ଼ ୨୫/୧: କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ଦାବି କରିବାରୁ ବିଗ୍ ବଜାରକୁ ୫ଲକ୍ଷ ଟଙ୍କା ଜରିମାନା ହୋଇଛି। ନେହା ଗୋୟଲ ନାମ୍ନୀ ଜଣେ ମହିଳା ଗତ ବର୍ଷ ଜୁଲାଇରେ ୧୧୯୮ଟଙ୍କା ମୂଲ୍ୟର ଜିନିଷ ବିଗ୍ ବଜାରରୁ କିଣିଥିଲେ। ଏଥିପାଇଁ ବ୍ୟାଗ୍ ବାବଦରେ ବିଗ୍ ବଜାର ଅତିରିକ୍ତ ୧୨ଟଙ୍କା ନେଇଥିଲା ଏବଂ ଏହା ଯୁକ୍ତିଯୁକ୍ତ ବୋଲି ଦର୍ଶାଇଥିଲା।

ଏହାର ପ୍ରତିବାଦରେ ନେହା ସ୍ଥାନୀୟ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ମାମଲାର ରାୟ ଶୁଣାଣି ବିଚାରପତି ବିଗ୍ ବଜାରକୁ ବ୍ୟାଗ ବାବଦ ୧୨ଟଙ୍କା ଫେରାଇବାକୁ ନିର୍ଦେଶ ଦେଇଥିବାବେଳେ ୫ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଏହି ଟଙ୍କା ସ୍ଥାନୀୟ ପିଜିଆଇ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ପାଇଁ ଜମା କରିବାକୁ ନିର୍ଦେଶ ଦେଇଛନ୍ତି।

ପୁନଶ୍ଚ ଆବେଦନକାରୀଙ୍କୁ କ୍ଷତିପୂରଣ ବାବଦରେ ୧୦୦ଟଙ୍କା ଓ ମାମଲା ଖର୍ଚ୍ଚ ପାଇଁ ୧୧୦୦ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କ ପରିବେଶ ଅନୁକୂଳ ବ୍ୟାଗ୍ ଆଣିବାକୁ ପରାମର୍ଶ ଦେଇଛନ୍ତି ବିଗ୍ ବଜାର କର୍ତ୍ତୃପକ୍ଷ।  

   Related Posts