Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ସରକାରଙ୍କ ବଡ଼ ଘୋଷଣା: ସ୍କୁଲ ପିଲାଙ୍କ ଘରେ ପହଞ୍ଚିବ ରାସନ, ଆଗୁଆ ମିଳିବ ଚାଉଳ

21/03/2020 at 9:03 PM

ଭୁବନେଶ୍ବର୨୧/୩: ଛାତ୍ରଛାତ୍ରୀଙ୍କୁ ୩ ମାସ ପାଇଁ ଆଗୁଆ ରାସନ ଦିଆଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଘରେ ପହଞ୍ଚିବ ମଧ୍ୟାହ୍ନ ଭୋଜନ ସାମଗ୍ରୀ।  ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ପାଇବେ ମାସକୁ ୩ କେଜି ଚାଉଳ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲା ପାଇବେ ମାସକୁ ୪ କେଜି ଚାଉଳ। ସେହିପରି କଣ୍ଟ୍ରୋଲରୁ ୩ ମାସ ପାଇଁ ଆଗୁଆ ଚାଉଳ ନେଇ ପାରିବେ।

ଅନ୍ୟପଟେ କରୋନାକୁ ନେଇ ସୁବ୍ରତ ବାଗଚୀ ପ୍ରେସମିଟ୍ କରିଛନ୍ତି। ସେ କହିଛନ୍ତି, ବିଗତ ୬୦ ଦିନରେ ବିଶ୍ବ ବଦଳିଯାଇଛି। ସରକାରଙ୍କ ଦ୍ବାରା ଜାରି ହୋଇଥିବା ଗାଇଡ୍‌ ଲାଇନ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘରେ ରହନ୍ତୁ। ସତର୍କ ରୁହନ୍ତୁ। ଏବଂ ସୁରକ୍ଷିତ ରୁହନ୍ତୁ। ଅନ୍ୟପଟେ କରୋନକୁ ନେଇ ନକ ଡାଉନ ପାଇଁ ଲକ୍ ଡାଉନ ହୋଇଛି। ସମସ୍ତେ ସହଯୋଗ କଲେ କରୋନାର ମୁକାବିଲା କରି ପାରିବା। ସତର୍କ ହିଁ ଔଷଧ। ଏଭଳି ଭାବେ ଜନତାଙ୍କୁ ସତର୍କ କରିଛନ୍ତି ସୁବ୍ରତ ବାଗଚୀ।

   Related Posts