ନିର୍ବାଚନ ମଣ୍ଡଳୀର କିଛି ଲୋକଙ୍କୁ ମାଡମାରିଲେ ବିଧାୟକ
11/08/2018 at 3:58 PM

ବଲାଙ୍ଗୀର ୧୧/ ୮ :- ନିଜ ନିର୍ବାଚନ ମଣ୍ଡଳିର କିଛି ଅଭିଯୋଗକାରୀଙ୍କୁ ନିଜେ ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକଙ୍କ ମାଡ ମାରିଥିବା ଅଭିଯୋଗ । ଏନେଇ ବିଧାୟକଙ୍କ ନାଁରେ ମଧ୍ୟ ସ୍ଥାନୀୟ କଣ୍ଟାବାଞ୍ଜି ଥାନାରେ ଏତଲା ହୋଇଛି । ଗତ କାଲି ସନ୍ଧ୍ୟାରେ ତୁରେକେଲା ବ୍ଲକ କୁଇବାହାଲ ଗ୍ରାମର ସୁବାଷପୁଟେଲ ଓ ତାଙ୍କ ଦୁଇ ଜଣ ସହଯୋଗୀ ବିଧାୟକଙ୍କ ପାଖକୁ ଘର ଭଙ୍ଗା କ୍ଷତି ପୁରଣ ସଂପର୍କରେ ଜଣାଇବାକୁ ଆସିଥିଲେ । କିନ୍ତୁ ସ୍ଥାନୀୟ ବିଧାୟକ ଆୟୁବ ଖାନ ସେମାନଙ୍କୁ ଅଶିଳ ଭାଷାରେ ଗାଳିଗୁଲଜ କରିବା ସହ ସୁବାଷଙ୍କୁ ମାଡ ଦେବାକୁ ଧାଇଁ ଆସିଥିଲେ । ଏନେଇ ଆଜି ସୁବାଷଙ୍କ ସହ ଗ୍ରାମବାସୀ କଣ୍ଟାବାଞ୍ଜି ଥାନା ଘେରାଉ କରିବା ସହ ବିଧାୟକଙ୍କ ନାରେ ଏକ ଏତଲା ଦେଇଛନ୍ତି |
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021