ବଲାଙ୍ଗୀର ଜେଲରେ ବିଚରାଧୀନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ

Published By : Prameya-News7 Bureau | February 15, 2020 IST

ବଲାଙ୍ଗୀର୧୫।୦୨- ବଲାଙ୍ଗୀର ଜେଲରେ ବିଚରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଜନକ ବଲାଙ୍ଗୀରର ଶ୍ରୀନିବାସ ସାହୁ  ଗତ   ଯୌତୁକ ଓ ହତ୍ୟା ଅଭିଯୋଗ ରେ ଜେଲ ରେ ଥିଲେ ।

ଶୁକ୍ରବାରରେ ସ୍ୱାସ୍ଥ୍ୟବ୍ୟସ୍ଥା ଠିକ ଥିବା ବେଳେ ଶନିବାରରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.