Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବିଜେପିରେ ଯୋଗଦେଲେ କଂଗ୍ରେସ ଛାଡିଥିବା ବିଭୁ ପ୍ରସାଦ ତରାଇ

4/04/2019 at 6:11 PM

ଭୁବନେଶ୍ବର ୪|୪ : ଗତକାଲି କଂଗ୍ରେସ ଛାଡିଥିବା ତିର୍ତ୍ତୋଲ ବିଧାନସଭା ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗଦଇଛନ୍ତି । ଜଗତସିଂହପୁର ଲୋକସଭା ଆସନରୁ ଟିକେଟ୍ ନମିଳିବାରୁ ବିଭୁ ତରାଇ ଅସନ୍ତୁଷ୍ଟ ଥିଲେ । ବାପି ସର୍ଖେଲଙ୍କୁ ପାରଦୀପ ଆସନରୁ ପ୍ରାର୍ଥୀ କରିବା ପରେ ବିଭୁ ଆହୁରି କ୍ଷୁବ୍ଧ ହୋଇଥିଲେ । ତାଙ୍କୁ ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ କରାନଗଲେ ପାରାଦୀପ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଉ ବୋଲି ବିଭୁ ଚାହୁଁଥିଲେ । ଏ ଦୁଇଟି ଯାକ କଥା ନହେବାରୁ ସେ ଗତକାଲି ଦଳ ଛାଡିଥିଲେ । କଂଗ୍ରେସ ଛାଡିବା ପରେ ବିଜେପିରେ ଯୋଗଦେଇଛନ୍ତି ।

ସେ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ଏପର୍ଯ୍ୟନ୍ତ ବିଜେପି କେନ୍ଦ୍ରାପଡାରେ ପ୍ରାର୍ଥୀ ଘୋଷଣା କରିନାହିଁ । ସୂଚନାଯୋଗ୍ୟ ଯେ, ବିଜେଡି ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ରାପଡାରେ ପ୍ରାର୍ଥୀ ଦେଇନାହିଁ । କେବଳ କଂଗ୍ରେସ ଏଠାରେ ଗଣେଶ୍ବର ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

ସେହିପରି ପୂର୍ବତନ ଖୁଣ୍ଟା ବିଧାୟକ ବିରାମ ମୁର୍ମୁ, ପୂର୍ବତନ ନିମାପଡା ବିଧାୟକ ବେଣୁଧର ସେଠୀ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି ।

   Related Posts