Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱରରୁ ସୁରାଟ ଉଡିବ ବିମାନ

ଭୁବନେଶ୍ୱର – ଏବେ ଭୁବନେଶ୍ୱରରୁ ସୁରାଟ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ନୂଆବର୍ଷରୁ ଏହି ବିମାନ ସେବା ଉପଲବ୍ଧ ହେବ ବୋଲି ଭୁବନେଶ୍ୱର ସାସଂଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ଏ ବିଷୟରେ ବିଧିବଦ୍ଧ ଘୋଷଣା କରାଯିବ ।


ଅକ୍ଟୋବର ୨୮ ତାରିଖରୁ ଭୁବନେଶ୍ୱର ଓ ଅହମ୍ମଦାବାଦ ମଧ୍ୟରେ ବିମାନ ଚଳାଚଳ କରିବ । ଇଣ୍ଡିଗୋ ବିମାନ ଭୁବନେଶ୍ୱର ଓ ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରିବ ବୋଲି ସୂଚନା ମିଳିଛି । ସନ୍ଧ୍ୟା ୫ଟାରେ ଏହି ବିମାନ ଅହମ୍ମଦାବାଦ ବିମାନବନ୍ଦର ଛାଡିବାକୁ ଥିବା ବେଳେ ରାତି ୮ଟାରେ ଭୁବନେଶ୍ୱରରୁ ଅହମ୍ମଦାବାଦ ଅଭିମୂଖେ ଯାତ୍ର କରିବା ବୋଲି ପ୍ରାଥମିକ ସୂଚନା ମିଳିଛି ।

127 Views

   ସମ୍ବନ୍ଧିତ ଖବର